Saraswata Odia Grammar Book Pdf

Odia literature is the literature written in the Odia language and predominantly originates in the Indian state of Odisha. The language is also spoken by minority populations of the neighbouring states of Jharkhand, West Bengal, Chhattisgarh, Andhra Pradesh and Tamil Nadu. Odia grammar book (ଓଡିଆ ବ୍ୟାକରଣ) How to download:-click on download pdf. Wait 5 second skip this ade.

Odia Grammar short question pdf

welcome to odisha sarkari exam, here we disucss some odia grammar short questions which help to your all odisha competitive exam, odia grammar short questions ,odia grammar gk , odia grammar multiple choice questions gk .

୧. କେଉଁଟି ଶବ୍ଦ ନୁହେଁ ?

(କ) ମକର

(ଖ) ଚଷମା

(ଗ) କରତ

(ଘ) ମରଟ

ଉତ୍ତର – D

୨. କେଉଁଟି ତତ୍ସମ ଶବ୍ଦ ?

(କ) ନଈ

(ଖ) ନଦୀ

(ଗ) ଗାଈ

(ଘ) ଟେବୁଲ

ଉତ୍ତର – A

  1. ଏକବା ଏକାଧୁକ ବର୍ଷ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ କ’ଣ କହନ୍ତି ?

(କ) ଶବ୍ଦ

(ଖ) ପଦ

(ଗ) ବାକ୍ୟ

(ଘ) ବାକ୍ୟାଶ

ଉତ୍ତର – A

୪. ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ କ’ଣ ?

(କ) ଭାଷା

(ଖ) ଇଙ୍ଗିତ

(ଗ) ଚିତ୍ର

(ଘ) ଇସାରା

ଉତ୍ତର – A

୫. ଓଡିଆ ଭାଷାର ଯେଉଁ ଶବ୍ଦ ସଂସ୍କୃତ ଭାଷା ସହିତ ସମାନ ତାକୁ

କ’ଣ କହନ୍ତି ?

(କ) ତତ୍ସମ

(ଖ) ତଭବ।

(ଗ) ଦେଶଜ

(ଘ) ବୈଦେଶିକ

ଉତ୍ତର – A

୬. ନିମ୍ନଲିଖୁତ ଶବ୍ଦମାନଙ୍କ ଭିତରୁ କେଉଁଟି ଦେଶଜ ?

(କ) ନଗର

(ଖ) ନଅର

(ଗ) ଅଫିସ୍

(ଘ) ଭାତ

ଉତ୍ତର – D

୭. ଯେଉଁ ଶବ୍ଦରୁ କୋଣସି ବର୍ଣ୍ଣ କାଟିଦେଲେ ତା’ର ଅଙ୍ଗହାନି ଓ ଅର୍ଥହାନି ଘଟେ ତାକୁ କ’ଣ କହନ୍ତି ?

(କ) ମୌଳିକ ଶବ୍ଦ

(ଖ) ଯୌଗିକ ଶବ୍ଦ

(ଗ) ବ୍ୟୁତ୍ପନ୍ନ ଶବ୍ଦ

(ଘ) ବ୍ୟୁତ୍ପାଦିତ ଶବ୍ଦ

ଉତ୍ତର – A

  1. କୌଣସିଶବ୍ଦର ପୂର୍ବରୁ ବା ପରେ ଆଉ ଏକ ପ୍ରତ୍ୟୟ ବା ଶବ୍ଦ ଯୋଗ କରି ଯେଉଁ ନୂତନ ଶବ୍ଦ ଗଢାଯାଏ ତାକୁ କ’ଣ କହନ୍ତି ?

(କ) ମୌଳିକ ଶବ୍ଦ

(ଖ) ଯୌଗିକ ଶବ୍ଦ

(ଗ) ବ୍ୟୁତ୍ପନ୍ନ ଶବ୍ଦ

(ଘ) ଯୋଗ ରୁଢ ଶବ୍ଦ

ଉତ୍ତର – D

୯. କ୍ରିୟାର ମୂଲପିଣ୍ଡକୁ କଣ କହନ୍ତି ?

(କ) ଧାତୁ

(ଖ) ପ୍ରତ୍ୟୟ

(ଗ) ଭୁପପଦ

(ଘ) ଉପସର୍ଗ

ଉତ୍ତର – A

୧୦, କେଉଁଟି ମୌଳିକ ଶବ୍ଦ ?

(କ)’ ଘର

(ଖ) ଘରୋଇ

(ଗ) ଘରୁଆ

(ଘ) ଘରଣୀ

ଉତ୍ତର – A

୧୧. କେଉଁଟି ଯନ୍ତ ଶବ୍ଦ ?

(କ) ଦେବୀପ୍ୟମାନ

(ଖ) ବିଜ୍ଞାନ

(ଗ) ଶକ୍ତିମାନ

(ଘ) ବୈଜ୍ଞାନିକ

ଉତ୍ତର – A

୧୨. କେଉଁଟି ଣିଜନ୍ତ ପଦ ?

Saraswata

(କ) ଖାଇବା

(ଖ) ଖୁଆଇବା

(ଗ) ଖାଇଲା

(ଘ) ଖାଇବ

ଉତ୍ତର – B

୧୩. ଜ୍ଞାପନ – ଏଥିରେ ଥିବା ଧାତୁଟିର ନାମ କଣ ?

(କ) ଜ୍ଞାପି

(ଖ) ଜ୍ଞାନ

(ଗ) କାପ

(ଘ) ଜ୍ଞାପ୍ତ

ଉତ୍ତର – B

୧୪. କେଉଁଟି ବିଶେଷ୍ୟ ପଦ ? ‘ ‘।

(କ) ପାଳିତ

(ଖ) ପାଳନ

(ଗ) ପାଳନୀୟ

(ଘ) ପାଲିଲା

ଉତ୍ତର – B

୧୫, କେଉଁଟି ବିଶେଷଣ ପଦ ?

(କ) କ୍ଷାଳନ

(ଖ) କ୍ଷାଳିତ

(ଗ) କ୍ଷାଳ

(ଘ) କ୍ଷାଳି

ଉତ୍ତର – B

୧୬. ପିପାସା – ଏହା ‘କି ପ୍ରକାର ଶବ୍ଦ ?

(କ) ଯନ୍ତ

(ଖ) ସନନ୍ତ

(ଗ) ଣିଜନ୍ତ

(ଘ) ତଦ୍ଧିତ

ଉତ୍ତର – B

୧୭. ନିମ୍ନୋକ୍ତ ମଧ୍ୟରୁ କିଏ ଏକ ଶବ୍ଦ ନୁହେଁ ?

(କ) ହଡ଼ସ

(ଖ) ସହର

(ଗ) ସରବତ

(ଘ) ଅବିରତ

ଉତ୍ତର – A

୧୮. ‘ନଈ’ ଶବ୍ଦଟି କେଉଁ ସଂସ୍କୃତ ଶବ୍ଦରୁ ଉତ୍ପନ୍ନ ହୋଇଛି ?

(କ) ନଦୀ

(ଖ) ନଦ

(ଗ) ସରିତ

(ଘ) ତଟିନୀ

ଉତ୍ତର – A

୧୯, ‘ଗଧ’ ର ତସମ ରୂପଟି କ’ଣ ? –

(କ) ଘୋଟକ

(ଖ) ଗର୍ଭଭ

(ଗ) ଗାଭୀ

(ଘ) ଗର୍ଭଭ

ଉତ୍ତର – B

୨୦. ‘ଅକଲ’ ଶବ୍ଦଟି କେଉଁ ଭାଷାରୁ ଆମ ଭାଷାକୁ ଆସିଛି ?

(କ) ପାରସିକ

(ଖ) ଯାବନିକ

(ଗ) ତୁର୍କୀ

(ଘ) ପର୍ତ୍ତୁଗୀଜ

ଉତ୍ତର – B

୨୧. ‘ଟିକେଟ୍’ କେଉଁ ଭାଷାର ଶବ୍ଦ ଅଟେ ? ।

(କ) ତୁର୍କୀ

(ଖ) ପର୍ତ୍ତୁଗୀଜ

(ଗ) ଇଂରାଜୀ

(ଘ) ଯାବନିକ

ଉତ୍ତର – C

  1. 22. ‘ପୁତ’ ଶବ୍ଦରଅର୍ଥକଣ

(କ) ପୁଅ ‘

(ଖ) ଦୁର୍ଗମ

(ଗ) ପବିତ୍ର

(ଘ) ବଂଶ

ଉତ୍ତର – C

୨୩. ନିମ୍ନୋକ୍ତ ମଧ୍ୟରୁ କାହାର ଅର୍ଥ ‘ ଭୋଜନ’ ଅଟେ ? ।

(କ) ଅଶନ

(ଖ) ଅସନ

(ଗ) ଅଷନ

(ଘ) ଆସନ

ଉତ୍ତର – A

୨୪, ଗମନ କରିବାର ଇଚ୍ଛା’ – ଏକ ପଦରେ ପ୍ରକାଶ କଲେ କଣ ହେବ ?

(କ) ଜିଗମିଷ

(ଖ) କିଗୀଷା

(ଗ) ଜିଜ୍ଞାସା

(ଘ) ଗମନିଷା

ଉତ୍ତର – A

୨୫. ରୋରୁଦ୍ୟମାନ’ ପଦର ମୂଳଧାତୁ କ’ଣ ?

(କ) ରୁଦ୍

(ଖ) ରୁର

(ଗ) ରୋଦ୍

(ଘ) ରୋର

ଉତ୍ତର – A

୨୬. ‘ଚାଳିତ” ଶବ୍ଦର ମୂଳଧାତୁ କ’ଣ ?

(କ) ଚାଲ୍

(ଖ) ଚଳ

(ଗ) ଚାଳ

(ଘ) ଚାଲ

ଉତ୍ତର – B

୨୭. ଏକ ବା ଏକାଧୁକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ

କରୁଥିଲେ, ତାକୁ କଣ କହନ୍ତି ?

(କ) ଲିପି

(ଖ) ଶବ୍ଦ

(ଗ) ଧ୍ବନି

(ଘ) ବର୍ଣ୍ଣ

ଉତ୍ତର – B

୨୮. ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମଟି କ’ଣ ?

Saraswata Odia Grammar Book Pdf Free Download

(କ) ବାକ୍ୟ

(ଖ) ବର୍ଣ୍ଣ

(ଗ) ଭାଷା

(ଘ) ବ୍ୟାକରଣ

ଉତ୍ତର – C

୨୯. ଓଡିଆ ଭାଷା ଭଣ୍ଡାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ?

Saraswat Odia Grammar Book Pdf Free

(କ)୨ ଭାଗରେ

(ଖ) ୩ ଭାଗରେ

(ଗ) ୪ ଭାଗରେ

(ଘ) ୫ ଭାଗରେ

ଉତ୍ତର – C

୩୦. ସଂସ୍କୃତ ଭାଷାର ଯେଉଁ କେତେକ ଶବ୍ଦ ଅପରିବର୍ତ୍ତିତ ହୋଇ ଅବିକଳରୂପେ ଓଡିଆ ଭାଷାରେ ପ୍ରଚଳିତ ହୋଇ ଆସୁଛନ୍ତି,

ସେଗୁଡିକୁ କି ଶବ୍ଦ କହନ୍ତି ?

(କ) ତତ୍ସମ

(ଖ)ତଦ୍ଭବ

(ଗ) ଦେଶଜ

(ଘ) ବୈଦେଶିକ

ଉତ୍ତର – A

୩୧. କେଉଁଟି ତଦ୍ଭବ ଶବ୍ଦ ନୁହେଁ ବାଛି ଲେଖ ।

(କ) ଗଧ

(ଖ) ଘୋଡା

(ଗ) ଆକାଶ

(ଘ) ନଈ

ଉତ୍ତର – C

୩୨. ସଂସ୍କୃତ ଶବ୍ଦମାନଙ୍କରୁ ଜାତ ହୋଇ ଓଡିଆ ଭାଷାରେ ବ୍ୟବହୃତ . ହେଉଥୁବା ଶବ୍ଦଗଡିକୁ କି ଶବ୍ଦ କୁହାଯାଏ ?

(କ) ତସମ

(ଖ) ବୈଦେଶିକ

(ଗ) ପାରସିକ

(ଘ) ତଭାବ

ଉତ୍ତର – D

୩୩. କେଉଁଟି ତତ୍ସମ ଶବ୍ଦ ନୁହେଁ ?

(କ) ନଦୀ

(ଖ) ପର୍ବତ

(ଗ) ଘିଅ

(ଘ) ସଂସାର

ଉତ୍ତର – C

୩୪. ଓଡିଶାରେ ପ୍ରଚଳିତ ଦେଶଜ ଶବ୍ଦର କେତୋଟି ସ୍ତର ଅଛି ?

(କ) ଦ୍ବିବିଧ

(ଖ) ତ୍ରିବିଧ

(ଗ) ଚତୁର୍ବିଧ

(ଘ) ପଞ୍ଚବିଧ

ଉତ୍ତର – B

୩୫. କେଉଁଟି ଏକ ଆଦିବାସୀ ଶବ୍ଦ ନୁହେଁ ?

(କ) ଅଟେଇ

(ଖ) ଅରମା

(ଗ) ଆଣ୍ଡ୍

(ଘ) ଅଗାଡି

ଉତ୍ତର – D

୩୬. କେଉଁଟି ଏକ ଦ୍ରାବିଡ ଶବ୍ଦ ନୁହେଁ ?

(କ) ଅଡା

(ଖ) ଢିଙ୍କି

(ଗ) ଆରିସା

(ଘ) ଏଣ୍ଡୁରି

ଉତ୍ତର – B

୩୭. କେଉଁଟି ଓଡିଶାର ଜନସାଧାରଣଙ୍କ ମୁଖରୁ ସୃଷ୍ଟି ଶବ୍ଦ ଅଟେ ?

(କ) ଛାଞ୍ଚୁଣି

(ଖ) ଓକିଲ

(ଗ) ବାରୁଦ

(ଘ) ଅଗାଡି

ଉତ୍ତର – A

୩୮. କେଉଁଟି ପର୍ଭୁଗୀଜ୍ ଶବ୍ଦ ବାଛ ?

(କ) ଚଷମା

(ଖ) ଗାଲିଚା

(ଗ) କରଜ

(ଘ) ଗୀର୍ଜା

ଉତ୍ତର – D

୩୯. ‘ଖଜଣା’ – ଶବ୍ଦଟି କେଉଁ ବିଦେଶୀ ଶବ୍ଦରୁ ଆସିଅଛି ?

(କ) ତୁର୍କୀ

(ଖ) ପାରସିକ

(ଗ) ଯାବନିକ

(ଘ ପର୍ତ୍ତୁଗୀଜ

ଉତ୍ତର – B

୪୦. କେଉଁଟି ତୁକୀ ଶବ୍ଦ ନୁହେଁ ବାଛ ?

(କ) ତୋପ

(ଖ) ଜପାତି

(ଗ) ଅବକାରୀ

(ଘ) କୁଳି

ଉତ୍ତର – A

୪୧. ଗଠନ ଦୃଷ୍ଟିରୁ ଶବ୍ଦ ଭଣ୍ଡାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ?

(କ) ଦୁଇଭାଗରେ

(ଖ) ତିନିଭାଗରେ

(ଗ) ଚାରିଭାଗରେ

(ଘ) ପାଞ୍ଚଭାଗରେ

ଉତ୍ତର – C

୪୨. ଯେଉଁ ଶବ୍ଦରୁ କୌରସି ଉପାୟରେ ଗୋଟିଏ ହେଲେ ବି ବର୍ଣ୍ଣ କାଟିହୁଏ ନାହିଁ, ତା’କୁ କି ଶବ୍ଦ କୁହାଯାଏ ?

(କ) ତତ୍ସମ

(ଖ) ତଦ୍ଭବ

(ଗ) ମୌଳିକ

(ଘ) ବ୍ୟୁତ୍ପନ୍ନ

ଉତ୍ତର – D

୪୩. କେଉଁଟି ଏକ ମୌଳିକ ବର୍ଣ୍ଣର ଉଦାହରଣ ନୁହେଁ ?

(କ) ଗଛ

(ଖ) ବହି

(ଗ) ଧଳା

(ଘ) ପ୍ରତାପ

ଉତ୍ତର – B

୪୪. ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ସଂଯୋଗକରି ନୂତନ ଶବ୍ଦ ଗଠନ କରାଯାଇଥିବା ଶବ୍ଦକୁ କି ଶବ୍ଦ କହନ୍ତି ?

(କ) ତଦ୍‌ଭାବ

(ଖ) ବ୍ୟୁତ୍ପନ୍ନ

(ଗ) ତସମ

(ଘ) ମୌଳିକ

ଉତ୍ତର – C

୪୫. କେଉଁଟି ଏକ ବ୍ୟୁତ୍ପନ୍ନ ଶବ୍ଦର ଉଦାହରଣ ନୁହେଁ ?

(କ) ପାନରା

(ଖ) କାଚରା

(ଗ) ଧୂଳି

(ଘ)ଧୂଳିଆ

ଉତ୍ତର – B

୪୬. କ୍ରିୟାପଦର ମୂଳରୁପକୁ କ’ଣ କହନ୍ତି ?

(କ) ମୌଳିକ

(ଖ) ଧାତୁ

(ଗ) କ୍ରିୟା

(ଘ) ସମାପିକା କ୍ରିୟା

ଉତ୍ତର – B

୪୭, ମୌଳିକ ଶବ୍ଦ ତଥା ଧାତୁକୁ କ’ଣ କୁହାଯାଏ ?

(କ) ବ୍ୟାପନ୍ନ ଶବ୍ଦ

(ଖ) ପ୍ରାକୃତିକ

(ଗ) ପ୍ରକୃତି

(ଘ) ମୂଳରୂପ

ଉତ୍ତର – A

୪୮. ପ୍ରକୃତି ସହିତ —- ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ ।

(କ) ଧାତୁ

(ଖ) ଉପସର୍ଗ

(ଗ) ସନ୍ଧି

(ଘ) ପ୍ରତ୍ୟୟ

ଉତ୍ତର – C

୪୯. ଓଡ଼ିଆ ଭାଷାରେ ଅପ୍ରାଣୀବାଚକ ବିଶେଷ୍ୟଗୁଡିକୁ କେଉଁ ଲିଙ୍ଗଭାବେ ଗ୍ରହଣ କରାଯାଏ ? ?

(କ) ଫୁଲିଙ୍ଗ

(ଖ) ଶ୍ରୀଲିଙ୍ଗ

(ଗ)କ୍ୟୁବଲିଙ୍ଗ

(ଘ) ଭଭୟଲିଙ୍ଗ

ଉତ୍ତର – B

୫୦. ଫୁଲିଙ୍ଗକୁ ଶ୍ରୀଲିଙ୍ଗ କଲାବେଳେ ଅନେକ ସ୍ଥଳରେ କ’ଣ ଯୁକ୍ତ

ହୋଇଥାଏ ?

(କ) ପ୍ରତ୍ୟେୟ

(ଖ) ପ୍ରତ୍ୟୟ

(ଗ) ପୁତୟ

(ଘ) ପ୍ରତ୍ୟୟ

ଉତ୍ତର – B

୫୧. ଶିବାନୀ-ଏଠାରେ କେଉଁ ପ୍ରତ୍ୟୟ ପ୍ରୟୋଗ କରାଯାଇଛି ?

(କ) ଆନୀ

(ଖ) ନୀ

(ଗ) ଆନୀପ୍

(ଘ) ଆନିପ୍

ଉତ୍ତର – A

୫୨. ‘ଇନ୍ଦ୍ର’ ର ସ୍ତ୍ରୀଲିଙ୍ଗ ରୂପଟି କ’ଣ ?

(କ) , ଐନ୍ଦ୍ରୀ

(ଖ) ଇନ୍ଦ୍ରାଣୀ

(ଗ) ଇନ୍ଦ୍ରାଣୀ

(ଘ) ଇନ୍ଦ୍ରାବତୀ

ଉତ୍ତର – C

୫୩. ‘ଜନକ’ ର ସ୍ତ୍ରୀଲିଙ୍ଗ ରୂପଟି କ’ଣ ?

(କ) ଜୀନକୀ

(ଖ) ଜାନକୀ

(ଗ) ଜାନକିନୀ

(ଘ) ଜନନୀ

ଉତ୍ତର – D

୫୪. ‘ଉଲୀ’ ପ୍ରତ୍ୟୟ ଯୁକତ ହୋଇ ଗଠିତ ହୋଇଥିବା ସ୍ତ୍ରୀଲିଙ୍ଗ ଶବ୍ଦଟି ବାଛି ଲେଖ ।

(କ) ବଗୁଲୀ

(ଖ) ମାତୁଳୀ

(ଗ) ଚଗଲୀ

(ଘ) ହୁଲୀ

ଉତ୍ତର – A

୫୫. ଯେଉଁଥିରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପରେ, ତାହାକୁ କ’ଣ କହନ୍ତି ?

(କ) କାରକ

(ଖ) ବିଭକ୍ତି

(ଗ) ବଚନ

(ଘ) ପୁରୁଷ

ଉତ୍ତର – C

୫୬. ଯେଉଁ ପଦରୁ ବସ୍ତର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡେ, ତାହାକୁ କେଉଁ ବଚନ କୁହାଯାଏ ?

(କ) ବହୁବଚନ

(ଖ) ଦୁଇବଚନ

(ଗ) ଏକବଚନ

(ଘ) କେଉଁଟି ନୁହେଁ

ଉତ୍ତର – C

୫୭. ଯେଉଁ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି । ଜଣାଯାଏ ତାକୁ –~– କହନ୍ତି ?

(କ) ଏକବଚନ

(ଖ) ବହୁବଚନ

(ଗ)ଦ୍ବିବଚନ

(ଘ) ସର୍ବବଚନ

ଉତ୍ତର – B

  1. ବିପରୀତାର୍ଥବୋଧକଦୁଇଶବ୍ଦର ସଂଯୋଗରେ ଗଠିତ ଯୁଗ୍ମ ଶବ୍ଦ ବାଛି ଲେଖ ।।

(କ) ବଡସାନ

(ଖ) ଜୀବଜନ୍ତୁ

(ଗ) କାମଦାମ

(ଘ) ଲେଖାଲେଖୁ

ଉତ୍ତର – A

୫୯. ସମାର୍ଥକ ଦୁଇପଦର ସଂଯୋଗରେ ଗଠିତ ଯୁଗ୍ଧ ଶବ୍ଦଟି ଲେଖ ।

(କ)ସତମିଛ

(ଖ) ଧନରତ୍ନ

(ଗ) ହଣାହଣି

(ଘ) ବିକ୍ରିବଟା

ଉତ୍ତର – B

୬୦. ଅର୍ଥବା ଅର୍ଥ ନଥିବା ଦୁଇ ଶବ୍ଦ ମିଶ୍ରଣରେ ଗଠିତ ଯୁଗ୍ଧଶବ୍ଦଟି ଲେଖ

(କ) ବାସନକୁସନ

(ଖ) ଭଲମନ୍ଦ

(ଗ) ବନ୍ଧୁବାନ୍ଧବ

(ଘ) ଶୁଣାଶୁଣି

ଉତ୍ତର – A

୬୧. କ୍ରିୟାବାଚକ ବିଶେଷ୍ୟ ସହ ଅସମାପିକା କ୍ରିୟାର ମିଳନରେ ଗଠିତ ଯୁଗ୍ଧଶବ୍ଦଟି ବାଛି ।

(କ) ସୁଖଦୁଃଖ

(ଖ) ଗୋରୁଗାଈ

(ଗ) ପେଟପାଟଣା

(ଘ) ପଢ଼ାପଢ଼ି

ଉତ୍ତର – D

୬୨. ଦ୍ବିରୁକ୍ତି ଶବ୍ଦଟିକୁ ବାଛି ଲେଖ ।

Grammar

(କ) କାନେକାନେ

(ଖ) ପିଟାପିଟି

(ଗ) ଲଗାଲଗି

(ଘ) ହଣାହଣି

ଉତ୍ତର – A

୬୩. ‘ଦୀପ’ କହିଲେ କାହାକୁ ବୁଝାଯାଏ ?

(କ) ଜଳବେଷ୍ଟିତ ଭୁଖଣ୍ଡ .

(ଖ) ଆଲୋକପ୍ରଦାନ କରୁଥିବା ବସ୍ତୁ

(ଗ) ସୁଳବେଷ୍ଟିତ ଜଳଭାଗ ।

(ଘ) ଆଲୋକ ପ୍ରଦାନ କରୁ ନଥିବା ବସ୍ତୁ

ଉତ୍ତର – B

  1. 64. କେଉଁଟିଏକଖାଦ୍ୟ ବିଶେଷ ଅଟେ ?

(କ) ବୃଡା

(ଖ) ଜୁଡା

(ଗ) ଚୁଡା

(ଘ) ଚୋଡ

ଉତ୍ତର – C

୬୫, ‘ସୁଲଭ’ ଶବ୍ଦଟିର ବିପରୀତାର୍ଥବୋଧକ ଶବ୍ଦଟି ବାଛି ଲେଖ ।

(କ) ନିର୍ଲୋଭ

(ଖ) ନିର୍ଲଭ

(ଗ) ଦୁର୍ଲଭ

(ଘ) ଦୁର୍ଲଭ

ଉତ୍ତର – D

୬୬. ଜ୍ଞାନୀର ବିପରୀତାର୍ଥବୋଧକ ଶବ୍ଦଟି କ’ଣ ?

(କ) ଅଜ୍ଞାନୀ

(ଖ) ବିଜ୍ଞାନୀ

(ଗ) ଅଜ୍ଞାନ

(ଘ) ସୁଜ୍ଞାନ

ଉତ୍ତର – C

୬୭. ଇଛା ଅର୍ଥରେ ଧାତୁ ପରେ କେଉଁ ପ୍ରତ୍ୟୟ ହୁଏ ?

(କ) ଶିର୍

(ଖ) ଯଡ

(ଗ) ସନ୍

(ଘ) ଆନୀ

ଉତ୍ତର – C

୬୮. ‘ସନ୍’ ପ୍ରତ୍ୟୟ ନିଷ୍ପନ୍ନ ପଦକୁ କି ପଦ କୁହାଯାଏ ?

(କ) ସନ୍ନନ୍ତ

(ଖ) ଯନ୍ତ

(ଗ) ଣିଜନ୍ତୁ

(ଘ) କୂଦନ୍ତ

ଉତ୍ତର – A

୬୯. ଧାତୁ ସହିତ ‘ସନ୍’ ପ୍ରତ୍ୟୟ ଯୋଗ କରାଯିବାପରେ କେଉଁ ପ୍ରତ୍ୟୟ ଯୁକ୍ତ ହୋଇଥାଏ ? ‘

(କ) ‘ଆ’ କିମ୍ବା ‘ଆ’

(ଖ) ‘ଇ’ କିମ୍ବା ‘ଜ’

(ଗ) ଆ’ କିମ୍ବା ‘ଉ’

(ଘ) ‘ଏ’ କିମ୍ବା ‘ଉ’

ଉତ୍ତର – C

୭୦. ଶୁଣିବାର ଇଚ୍ଛା – ଏକପଦରେ କ’ଣ ହେବ ?

(କ) ଶ୍ରବଣେଚ୍ଛା

(ଖ) ଶ୍ରାବଣେଚ୍ଛା

(ଗ) ଶୁଶ୍ରୁଷା

(ଘ) ଶୁଶ୍ରୁଷା

ଉତ୍ତର – C

୭୧. ପିପଷା – ଶବ୍ଦଟିର ଅର୍ଥ କ’ଣ ?

(କ) ପଠାଇବାର ଇଚ୍ଛା

(ଖ) ପଢିବାର ଇଚ୍ଛା

(ଗ) ପଢାଇବାର ଇଚ୍ଛା

(ଘ) ପୋଡିବାର ଇଚ୍ଛା

ଉତ୍ତର – B

୭୨. ଆତିଶଯ୍ୟ ଅର୍ଥ ବୁଝାଇବା ପାଇଁ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଏ ?

(କ) ସନ୍

(ଖ) ଣିଚ୍

(ଗ) କୃତ୍

(ଘ) ଯନ୍ତି

ଉତ୍ତର – D

୭୩. ଯତ୍’ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ କି ଧାତୁ କୁହାଯାଏ ?

(କ) ସନ୍ନନ୍ତ ଧାତୁ

(ଖ) ଣିଜନ୍ତ ଧାତୁ

(ଗ) ଯଡ଼ିତ ଧାତୁ

(ଘ) ମୂଳଧାତୁ

ଉତ୍ତର – C

୭୪. ଯନ୍ତ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଇ ନୂତନ ଶବ୍ଦ ଗଠନ କରାଯାଏ ?

(କ) ସନ୍

(ଖ) ଯଡ଼

(ଗ) ଶିର୍

(ଘ) ମାନ

ଉତ୍ତର – D

୭୫, ସିଡନ୍ତ ଧାତୁ ସାଧାରଣତଃ କେଉଁ ପଦରୁପେ ବ୍ୟବହୃତ ହୁଏ ?

(କ) ବିଶେଷ୍ୟ ପଦ

(ଖ) ସର୍ବନାମ ପଦ

(ଗ) କ୍ରିୟାପଦ

(ଘ) ବିଶେଷଣ ପଦ

ଉତ୍ତର – D

୭୬. କେଉଁଟି ଯନ୍ତ ପଦ ବାଛି ଲେଖ ।

(କ) ଜିଗମିଷା

(ଖ) ସ୍ଥାପିତ

(ଗ) ଦେଦୀପ୍ୟମାନ

(ଘ) ପିପାସା

ଉତ୍ତର – C

୭୭. ପ୍ରଯୋଜକ ପଦ ଗଢିବାପାଇଁ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଏ ?

(କ) ସନ୍

(ଖ) ଯଜ୍

(ଗ) କୃତ୍

(ଘ) ଣିଚ୍

ଉତ୍ତର – D

୭୮. ‘ଣି ପ୍ରତ୍ୟୟ ଯୁକ୍ତ ହୋଇ ଗଢାଯାଇଥିବା ଧାତୁକୁ କି ଧାତୁ କୁହାଯାଏ ?

(କ) କୃଦନ୍ତ

(ଖ) ତଦ୍ଧିତ

(ଗ) ସନ୍ତ,

(ଘ) ଣିଜନ୍ତ

ଉତ୍ତର – D

୭୯. ‘ପାଠିତ’ – ପଦଟିର ବିଶେଷ୍ୟ ପଦଟି ବାଛି ?

(କ) ପାଠ

(ଖ) ପାଠ୍ୟ

(ଗ) ପାଠନ

(ଘ) ପତ

ଉତ୍ତର – C

୮୦. ବିଜ୍ଞାପିତ’ – ଏହି ଶବ୍ଦଟିର ମୂଳଧାତୁସି କ’ଣ ?

(କ) କାପି

(ଖ) ଜ୍ଞାପ୍

(ଗ) କା

(ଘ) ଜ୍ଞାନ

ଉତ୍ତର – C

୮୧. ଏକ ବର୍ଣ୍ଣ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ କ’ଣ କୁହନ୍ତି ?

(କ) ପଦ

(ଖ) ଶବ୍ଦ

(ଗ) ବାକ୍ୟ

(ଘ) ଧାତୁ

ଉତ୍ତର – B

୮୨, ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ଏକ ଶବ୍ଦ ନୁହେଁ ?

(କ) ଆକାଶ

(ଖ) ସାଗର

(ଗ) ବହି

(ଘ) ରହଡ

ଉତ୍ତର – D

୮୩. ଅ’ ର ଅର୍ଥ କ’ଣ ?

(କ) ଆକାଶ

(ଖ)

(ଗ) ଜଳ

(ଘ) ମସ୍ତକ

ଉତ୍ତର – B

୮୪. ଆରିସା’ କି ପ୍ରକାଶ ଶବ୍ଦ ?

(କ) ତାତ୍ସମା

(ଖ) ତଦ୍ଭବ

(ଗ) ଦେଶଜ

(ଘ) ବୈଦେଶିକ

ଉତ୍ତର – C

୮୫. ‘ଅଡା’ କେଉଁ ଭାଷାର ଆଟେ ? ।

(କ) ଦ୍ରାବିଡ

(ଖ) ଆଦିବାସୀ

(ଗ) ଯାବନିକ

(ଘ) ତୁର୍କୀ

ଉତ୍ତର – A

୮୬, ଓଡ଼ିଆ ଭାଷା ଭଣ୍ଡାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ?

(କ) ଚାରି

(ଖ) ପାଞ୍ଚ

(ଗ) ଦୁଇ

(ଘ) ତିନି

ଉତ୍ତର – A

୮୭. ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ କ’ଣ ?

(କ) ବାକ୍ୟ

(ଖ) ଭାଷା

(ଗ) ବଚନ

(ଘ) ପଦ

ଉତ୍ତର – B

୮୮ ଏମାନଙ୍କ ମଧ୍ୟରୁ କିଏ ଏକ ଆଦିବାସୀ ଶବ୍ଦ ଆଟେ ?

(କ) ଜିଙ୍କି

(ଖ) ଝୁମୁକା

(ଗ) ଆଣୁ

(ଘ) ଅଗାଡି

ଉତ୍ତର – C

୮୯. ‘ଚଷମା’ – ଏହି ଶବ୍ଦଟି କେଉଁ ଭାଷାରୁ ଓଡିଆ ଭାଷାକୁ ଆସିଛି ?

(କ) ତୁର୍କୀ

(ଖ) ପାରସିକ

(ଗ) ଯାବନିକ

(ଘ) ପର୍ତ୍ତୁଗୀଜ

ଉତ୍ତର – A

୯୦. ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ଏକ ଯାବନିକ ଶବ୍ଦ ? |

(କ) ଆଇନା

(ଖ) ଖଜଣା

(ଗ) କୁଲି

(ଘ) ଗାଲିଚା

ଉତ୍ତର – A

୯୧. “ଟିକେଟ’ ଗୋଟିଏ କି ଶବ୍ଦ ?

(କ) ପର୍ତ୍ତୁଗୀଜ

(ଖ) ଇଂରାଜୀ

(ଗ) ତୁର୍କୀ

(ଘ) ପାରସିକ

ଉତ୍ତର – B

୯୨, ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ଏକ ମୌଳିକ ଶବ୍ଦ ? –

(କ)ଗଛ

(ଖ) ପାଣିଆ

(ଗ) ପ୍ରତାପ

(ଘ) ତଳୁଆ

ଉତ୍ତର – A

୯୩, ସଂସ୍କୃତ ଭାଷାର ଶବ୍ଦ ଅବିକଳ ରୂପେ ଓଡିଆ ଭାଷାରେ ବ୍ୟବହୃତ ହେଲେ ତାକୁ କି ଶବ୍ଦ କୁହାଯାଏ ?

(କ), ତସମ

(ଖ) ତଦ୍ଭବ

(ଗ)- ଦେଶଜ

(ଘ) ବୈଦେଶିକ

ଉତ୍ତର – A

୯୪. ‘ଘୋଡା’ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ’ଣ ? ।

(କ) ଗର୍ଭଭ

(ଖ) ଘୋଟକ

(ଗ) ଅଶ୍ଵ

(ଘ) ଘଟକ

Saraswata Odia Grammar Book Pdf

ଉତ୍ତର – B

୯୫, ‘ଘିଅ’ କେଉଁ ସଂସ୍କୃତ ଶବ୍ଦରୁ ଆସିଅଛି ? ।

(କ) ଘୃତ

(ଖ) ପ୍ରିତ

(ଗ) ଘି

(ଘ) ଗୃତ

ଉତ୍ତର – A

୯୬, ନିମ୍ନୋକ୍ତ ମାନଙ୍କୁ ମଧ୍ୟରୁ କିଏ ଏକ ତତ୍ସମ ଶବ୍ଦ ନୁହେଁ ? .

.(କ) ଅଙ୍କ

(ଖ) ପର୍ବତ

(ଗ) ସଂସାର

(ଘ) ନଈ

ଉତ୍ତର – D

୯୭, କିୟାପଦର ମୂଳରୂପକୁ କ’ଣ କୁହାଯାଏ ?

(କ) ବର୍ଣ୍ଣ

(ଖ) ଧାତୁ

(ଗ) ଶବ୍ଦ

(ଘ) ପଦ

ଉତ୍ତର – B

୯୮. ମୂଳ ଶବ୍ଦର ପୂର୍ବରୁ ବା ପରେ ଆଉ ଏକ ପ୍ରତ୍ୟୟ ବା ଶବ୍ଦ ସଂଯୋଗ କରି ନୂତନ ଶବ୍ଦ ଗଠନ କରାଗଲେ ତାକୁ କି ଶବ୍ଦ କହନ୍ତି ?

(କ) ମୌଳିକ

(ଖ) ବ୍ୟାପନ୍ନଶବ୍ଦ

(ଗ) ଦେଶଜ ଶବ୍ଦ

(ଘ) ଯୌଗିକ ଶବ୍ଦ

ଉତ୍ତର – B

୯୯, ନିମ୍ନୋକ୍ତ ମଧ୍ୟରୁ କିଏ ଏକ ବ୍ୟୁତ୍ପନ୍ନ ଶବ୍ଦ ଅଟେ ?

(କ) ଘରୁଆ

(ଖ) ପାଟ

(ଗ) ଧଳା

(ଘ) ଡେଙ୍ଗା

ଉତ୍ତର – A

୧୦ ୦. ଯେଉଁ ଶବ୍ଦରୁ ଗୋଟିଏ ବର୍ଷ କାଟିଦେଲେ ତା’ର ଅର୍ଥ ପ୍ରକାଶ | କ୍ଷମତା ଲୋପ ପାଏ, ତାକୁ କି ଶବ୍ଦ କୁହନ୍ତି ?

(କ) ବ୍ୟୁତ୍ପନ୍ନଶବ୍ଦ

(ଖ) ଯୌଗିକଶବ୍ଦ

(ଗ) ମୌଳିକଶବ୍ଦ

(ଘ) କଟିକ ଶବ୍ଦ

ଉତ୍ତର – C

୧୦ ୧. ଓଡିଆ ଭାଷାରେ ବ୍ୟବହୃତ ବଚନ କେତେ ପ୍ରକାର ? ।

(କ) ଦୁଇ

(ଖ) ଚାରି

(ଗ) ଛଅ

(ଘ) ପାଞ୍ଚ

ଉତ୍ତର – A

Saraswata Odia Grammar Book Pdf Download

୧ ୦୨. ‘ଦର୍ଶନୀୟ’ ଶବ୍ଦରେ ବ୍ୟବହୃତ ମୂଳ ଧାତୁଟି କ’ଣ ?

(କ) ଦୃଶ୍

(ଖ) ଦୁ

(ଗ) ଦୁଶ୍

(ଘ) ଦର୍ଶ

ଉତ୍ତର – A

1୦୩ ‘ଶିବ’ ଶବ୍ଦର ସ୍ତ୍ରୀ ଲିଙ୍ଗ ରୂପ କ’ଣ ହେବ ?’

(କ) ପାର୍ବତୀ

(ଖ) ଶିବାନୀ

(ଗ) ‘ଶିବନୀ

(ଘ) ଶିବନୀ

ଉତ୍ତର – B

୧୦୪ ଯେଉଁଥିରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଜଣାପରେ ତାକୁ କ’ଣ

(କ) ଲିଙ୍ଗ

(ଖ) ବଚନ .

(ଗ) ପୁରୁଷ

(ଘ) କାରକ

ଉତ୍ତର – B

୧୦୫, ‘ବର’ ଶବ୍ଦର ସ୍ତ୍ରୀଲିଙ୍କ ରୂପ କ’ଣ ହେବ ?

(କ) କନ୍ୟା

(ଖ) ସ୍ତ୍ରୀ

Saraswat Odia Grammar Book Pdf Online

(ଗ) ଘରଣୀ

(ଘ) ଝିଅ

ଉତ୍ତର – A

Saraswat Odia Grammar Book Pdf

Join Our Telegram ChannelClick Here
Subscribe To Our Youtube ChannelClick Here